Jump to content

ଗୂନ

ଉଇକିଅଭିଧାନ‌ରୁ

ଗୂନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. (ଗୃ ଧାତୁ+କର୍ତ୍ତୃ. ତ; ନିପାତନ)—ଯେ ମଳତ୍ୟାଗ କରିଅଛି —୧. One who has answered the call of nature.
୨. (+ କର୍ମ. ତ) (ମଳରୂପ) ଉତ୍ସୃଷ୍ଟ — ୨. Emitted; voided or passed as stool.
୩. ତ୍ୟକ୍ତ —୩. Left. abandoned.