ଗୃଞ୍ଜନ
ଦେଖଣା
ଗୃଞ୍ଜନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୃଞ୍ଜ ଧାତୁ+କରଣ. ଅନ)
[ସମ୍ପାଦନା]- ୧. ନାଲି ରସୁଣ — ୧. Red garlic.
- ୨. ଗାଜର —୨. Carrot; turnip.
- ୩. ବିଟ୍; ରକ୍ତବର୍ଣ୍ଣ ମୂଳବିଶେଷ —୩. Beet- root.
- ୪. ବିଷାକ୍ତ ଶରଦ୍ୱାରା ବଧ କରା ଯାଇଥିବା ପଶୁର ମାଂସ — ୪. Meet of an animal killed by a poisoned dart.
- ୫. ବିଷମିଶ୍ରିତ ପଶୁମାଂସ —୫. Poisoned meat.
- ୬. ଗଞ୍ଜେଇ କଲା —୬. The tops of hemp-shoots.