Jump to content

ଗୃଧ୍ନ

ଉଇକିଅଭିଧାନ‌ରୁ

ଗୃଧ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗୃଧ୍ ଧାତୁ+କର୍ତ୍ତୃ. ନ)

[ସମ୍ପାଦନା]

ଲୋଲୁପ; ଲୋଭୀ; ଲାଳସା- ଯୁକ୍ତ —Covetous; greedy; hankering; having an inordinate longing after a thing.