Jump to content

ଗୃଧ୍ର

ଉଇକିଅଭିଧାନ‌ରୁ

ଗୃଧ୍ର

ଉଚ୍ଚାରଣ

[ସମ୍ପାଦନା]
(ଗୃଧ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଗୃଧ୍ ଧାତୁ+କର୍ତ୍ତୃ. ର; ଏ ଗଳିତ ମାଂସରେ ଅତି ଲୋଭ କରୁ ଥିବାରୁ)

[ସମ୍ପାଦନା]

ଶକୁନ ପକ୍ଷୀ; ଶାଗୁଣା — Vulture.

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]
୧. ଲୋଭାସକ୍ତ —୧. Covetuous.
୨. ଉଦରମ୍ଭରୀ; ପେଟୁ —୨. Greedy.