Jump to content

ଗୃଧ୍ରରାଜ

ଉଇକିଅଭିଧାନ‌ରୁ

ଗୃଧ୍ରରାଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ଗୃଧ୍ର+ରାଜନ୍=ଗୃଧ୍ରରାଜ ଶଦ୍ଧ;୧ମା. ୧ବ.)

[ସମ୍ପାଦନା]

ରାମାୟଣୋକ୍ତ ଦଶରଥଙ୍କ ବନ୍ଧୁ ଶକୁନ୍ ରାଜ ଜଟାୟୁ —Jaṭāyu; the king of vultures (mentioned in the Rāmāyaṇa).

୨. ସମ୍ଫାତି —୨. Name of a vulture.
୩. ଗରୁ଼ଡ଼ —୩. The mythological king of birds.