Jump to content

ଗୃଧ୍ରାଣ

ଉଇକିଅଭିଧାନ‌ରୁ

ଗୃଧ୍ରାଣ

ଉଚ୍ଚାରଣ

[ସମ୍ପାଦନା]
(ଗୃଧ୍ରାଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୃଧ୍ର+ସମାର୍ଥେ ଆଣ)

[ସମ୍ପାଦନା]

ଶାଗୁଣାପରି ଖାଦ୍ୟ ଲୋଭୀ —Greedy like the vulture; vulturelike.