Jump to content

ଗୃହକପୋତ

ଉଇକିଅଭିଧାନ‌ରୁ

ଗୃହକପୋତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀତତ୍; ଗୃହ+କପୋତ)

[ସମ୍ପାଦନା]
୧. ପାରାବତ; ପାରା —୧. Pigeon.
୨. ପୋଷା ପାରା —୨. A domesticated pigeon.