Jump to content

ଗୃହକାରୀ

ଉଇକିଅଭିଧାନ‌ରୁ

ଗୃହକାରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୃହ+କୃ ଧାତୁ+କର୍ତ୍ତ. ଇନ୍; ୧ମା.୧ବ)

[ସମ୍ପାଦନା]
୧. ଗୃହକାର (ଦେଖ) - — ୧. Gṛuhakāa (See)
୨. ମାଟିବିରୁଡି; କୁମ୍ଭକାର କୀଟ — ୨. A kind of wasp; the mud-wasp.