Jump to content

ଗୃହଚ୍ଛିଦ୍ର

ଉଇକିଅଭିଧାନ‌ରୁ

ଗୃହଚ୍ଛିଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୃହ+ଛିଦ୍ର; ସନ୍ଧିଦ୍ୱାରା ଛ ସ୍ଥାନରେଚ୍ଛ)

[ସମ୍ପାଦନା]

ସ୍ୱଗୃହର ବା ସ୍ୱପରିବାରର କଳଙ୍କ ବା ଅପବାଦ —Family-secrets; family-scandal.