Jump to content

ଗୃହଜାତ

ଉଇକିଅଭିଧାନ‌ରୁ

ଗୃହଜାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୭ମୀ ତତ୍; ଗୃହ+ଜାତ)

[ସମ୍ପାଦନା]
୧. ଗୃହରେ ତିଆରି ହୋଇଥିବା — ୧. Made or prepared in the house.
୨. (କର୍ତ୍ତାଙ୍କ) ଗୃହରେ ଜନ୍ମଗ୍ରହଣ କରିଥିବା (ଯଥା—ଦାସ) — ୨. Born in the (master's) house (e.g. a slave.).
୩. ଗୃହରେ ସ଼ଞ୍ଚିତ —୩. Stored in the house.
୪. (୨ୟା ତତ୍) ଗୃହକୁ ଆନୀତ —୪. Brought to one's house.