Jump to content

ଗୃହଦୀପ୍ତି

ଉଇକିଅଭିଧାନ‌ରୁ

ଗୃହଦୀପ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୃହ+ଦୀପ୍ତି=ଆଲୋକ; ପରିବାର ବା ଗୃହର ଆଲୋକସ୍ୱରୂପା ସ୍ତ୍ରୀ)

[ସମ୍ପାଦନା]

ସାଧ୍ୱୀ ସ୍ତ୍ରୀ — A chaste or devoted wife; a virtuous lady (literally, the light of the family).