Jump to content

ଗୃହଦେବତା

ଉଇକିଅଭିଧାନ‌ରୁ

ଗୃହଦେବତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୃହ+ଦେବତା)

[ସମ୍ପାଦନା]

ପାରିବାରିକ ଦେବତା; ଘରଦିଅଁ; ଇଷ୍ଟଦେବତା — Family-Deity;household Deity.

୨. କୌଣସି ପରିବାରର ରକ୍ଷକରୂପେ କଳ୍ପିତ ଦେବତା; ବାସ୍ତୁ ଦେବତା — ୨. The titular or presiding Deity of a family.