ଗୃହପତି
ଦେଖଣା
ଗୃହପତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (୬ଷ୍ଠୀ ତତ୍; ଗୃହ+ପତି)
[ସମ୍ପାଦନା]- ୧. ଗୃହସ୍ଥ — ୧. A family-man.
- ୨. ଗୃହସ୍ୱାମୀ —୨. The master of a house.
- ୩. ବ୍ରହ୍ମଚର୍ଯ୍ୟ ଆଶ୍ରମ ପରେ ଗୃହସ୍ଥାଶ୍ରମରେ ପ୍ରବେଶ କରିଥିବା ବ୍ୟକ୍ତି —୩. A person who has entered into the second stage of life (i.e. the stage of a family-man.) after finishing his studies.
- ୪. ଯଜ୍ଞକର୍ତ୍ତା — ୪. The performer or principal of a sacrifice.
- ୫. (ଗୃହସ୍ଥର କର୍ତ୍ତବ୍ୟ) ଆତିଥେୟତା — ୫. Hospitality.
- ୬. ଗୃହରେ ଯଜ୍ଞାଗ୍ନି ଜାଗ୍ରତ ରଖିବା — ୬. Maintenance of the sacred fire in one's home.
- ୭. ମନ୍ତ୍ରୀ —୭. A minister.
[ ଦ୍ର— ଏ ଶବ୍ଦର ସ୍ତ୍ରୀଲିଙ୍ଗ 'ଗୃହପତ୍ନୀ' ଶବ୍ଦ ବେଦରେ ବ୍ୟବହୃତ ହୋଇଅଛି; କିନ୍ତୁ ପରବର୍ତ୍ତୀ ସଂସ୍କୃତରେ ଏହାର ବ୍ୟବହାର ବିରଳ ]