Jump to content

ଗୃହବଳି

ଉଇକିଅଭିଧାନ‌ରୁ

ଗୃହବଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ମ. ପ. ଲୋ; ଗୃହରେ ପ୍ରଦତ୍ତ ବଳି)

[ସମ୍ପାଦନା]

ଗୃହସ୍ଥର ଦୈନିକ କର୍ତ୍ତବ୍ୟ ଅନ୍ନପିଣ୍ତ ଦାନ କର୍ମ; ବୈଶ୍ୱଦେବରେ ପିତୃଲୋକ,ଦେବତା,ଭୂତ ଓ ବାୟାସାଦିଙ୍କୁ ଦିଆଯିବା ଅନ୍ନପିଣ୍ତ —Daily present of food offered to the ancestors,the Deities ,ghosts; crows etc, by a Hindhu householder.

[ ଦ୍ର—ହିନ୍ଦୁ ଗୃହସ୍ଥ ଭୋଜନ ପୂର୍ବରୁ ବୈଶ୍ୱଦେବ କରନ୍ତି ଏହି ବୈଶ୍ୱଦେବରେ ଅଗ୍ନି, ଦେବଗଣ, ପିତୃପିତାମହ ପ୍ରମାତାମହ, ମାତୃପିତାମହୀ ପ୍ରପିତାମହୀ, ମାତାମହ ପ୍ରମାତାମହ ବୃଦ୍ଧପ୍ରମାତାମହ, ଯକ୍ଷ, ସନକାଦି ସପ୍ତ ମନୁଷ୍ୟ, ଅତିଥି ବ୍ରାହ୍ମଣ, କୁକୁର, ଚଣ୍ତାଳ ଓ ବାୟସମାନଙ୍କ ନାମ ଉଚ୍ଚାରଣ୍ଠପୂର୍ବକ ଅନ୍ନପିଣ୍ତ ବା ବଳି ଦିଅନ୍ତି ଏହାକୁ ଗୃହବଳି ବୋଲାଯାଏ ]