Jump to content

ଗୃହବଳିଭୁକ୍

ଉଇକିଅଭିଧାନ‌ରୁ

ଗୃହବଳିଭୁକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୃହବଳି+ଭୁଜ ଧାତୁ+କର୍ତ୍ତୃ. କ୍ୱିପ୍; ଗୃହରେ ପ୍ରଦତ୍ତ ବଳିକୁ ଯେ ଭକ୍ଷଣକରେ)

[ସମ୍ପାଦନା]
୧. ଘରଚଟିଆ —୧. A sparrow.
୨. କୁଆ —୨. A crow.
୩. ବଗ —୩. A crane.