Jump to content

ଗୃହବାଟିକା

ଉଇକିଅଭିଧାନ‌ରୁ

ଗୃହବାଟିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ର(୬ଷ୍ଠୀ ତତ୍ ବା ମ. ପ. ଲୋ. ଗୃହ+ବାଟିକା)

[ସମ୍ପାଦନା]
୧. ଗୃହସଂଲଗ୍ନ ବଗିଚା — ୧. Garden attached to a house.
୨. ଉଦ୍ୟାନବାଟିକା; ବଗିଚାଘର — ୨. Garden-house.