Jump to content

ଗୃହବାସୀ

ଉଇକିଅଭିଧାନ‌ରୁ

ଗୃହବାସୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଗୃହ+ବସ ଧାତୁ କର୍ତ୍ତୃ. ଇନ୍ ୧ମା.୧ବ.)

[ସମ୍ପାଦନା]

ସଂସାରୀ; ଗୃହସ୍ଥ — A worldly man; a family-man.

(ଗୃହବାସିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ବ୍ୟକ୍ତି ଗୃହରେ ବାସ କରି ରହେ — Living in a house.