Jump to content

ଗୃହବାସ କରିବା

ଉଇକିଅଭିଧାନ‌ରୁ

ଗୃହବାସ କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସଂସାର କରିବା; ଗୃହସ୍ଥରୂପେ ସଂସାରରେ ରହିବା; ଘରକରଣା କରିବା — ୧. To take to household affairs; to make a home.

କପୋତ କଲା ଗୃହବାସ କୁଟୁମ୍ୱ ଲାଗି ଗଲା ନାଶ—ପ୍ରାଚୀ ନିର୍ଗୁଣମହାତ୍ମ୍ୟ

୨. କୌଣସି ସ୍ଥାନରେ ସ୍ଥାୟୀରୂପେ ବାସ କରିବା — ୨. Reside; to take up one's residence at a place.