Jump to content

ଗୃହବିଚ୍ଛେଦ

ଉଇକିଅଭିଧାନ‌ରୁ

ଗୃହବିଚ୍ଛେଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍ କିମ୍ୱା ମ. ପ. ଲୋ. ଗୃହ+ବିଚ୍ଛେଦ)

[ସମ୍ପାଦନା]
୧. ପରିବାରର ବ୍ୟକ୍ତିମାନଙ୍କ ମଧ୍ୟରେ ଜନ୍ମିବା ମନୋମାଳିନ୍ୟର ପାରିବାରିକ କଳହ — ୧. Domestic quarrel or misunderstanding.