Jump to content

ଗୃହଭଞନ

ଉଇକିଅଭିଧାନ‌ରୁ

ଗୃହଭଞନ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୃହ+ଭଞନ)— ଘରଭାଙ୍ଗିବା; ଗୃହବିବାଦ ଘଟାଇବାଦ୍ୱାରା ପରିବାରର ବିନାଶ ସାଧନ —Causing the decay or ruin of a house or family by creating dissension amongst the members.