Jump to content

ଗୃହଭେଦ

ଉଇକିଅଭିଧାନ‌ରୁ

ଗୃହଭେଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୃହ+ଭେଦ)

[ସମ୍ପାଦନା]
୧. ସିନ୍ଧିକାଟି ଘରେ କରାଯିବ ଚୋରି — ୧. Housebreaking by boring hole in the wall of a house.
୨. ପାରିବାରିକ ଅନ୍ତର୍ବିବାଦ — ୨. Domestic quarrel.
୩. ପରର ଗୃହଚ୍ଛିଦ ଜାଣିବା — ୩. Knowledge of another's family-secrets; prying into another's private affairs.