Jump to content

ଗୃହଭେଦୀ

ଉଇକିଅଭିଧାନ‌ରୁ

ଗୃହଭେଦୀ

ଉଚ୍ଚାରଣ

[ସମ୍ପାଦନା]
(ଗୃହଭେଦିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁ. (ଗୃହ+ଭିଦ୍ ଧାତୁ+କୃର୍ତ୍ତୃ. ଇନ୍; ୧ ମା.୧ବ.)

[ସମ୍ପାଦନା]
୧. ଘରଭଙ୍ଗା (ଲୋକ); ଯେ ପରଘରେ ବିବାଦ ଘଟାଏ —୧. One who brings about domestic dissensions in the family of another.
୨. ଯେ ଅନ୍ୟର ଗୁପ୍ତ କଥାକୁ ଉଣ୍ତୁଥାଏ — ୨. Prying into the domestic secrets of others.