Jump to content

ଗୃହମେଧୀ

ଉଇକିଅଭିଧାନ‌ରୁ

ଗୃହମେଧୀ

ଉଚ୍ଚାରଣ

[ସମ୍ପାଦନା]
(ଗହମେଧିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଗୃହ+ମେଧ ଧାତୁ=ସଙ୍ଗମ କରିବା+କର୍ତ୍ତୃ. ଇନ୍;୧ମା. ୧ବ)

[ସମ୍ପାଦନା]
୧. ଗୃହସ୍ଥାଶ୍ରମୀ ବ୍ୟକ୍ତି — ୧. A person who has entered into the second or domestic stage of life.
୨. ଘରକରଣା ବ୍ୟକ୍ତି — ୨. A house-holder; a family-man.

ଗୃହମେଧୀ ସହସ୍ର ଅଠାଶୀ ହିଜବର ପୋଷୁଅଛନ୍ତି ନିତି ଦେଇଶ ଆହାର କୃଷ୍ଣସିଂହ, ମହାଭାରତ ସଭା