Jump to content

ଗୃହଲକ୍ଷ୍ମୀ

ଉଇକିଅଭିଧାନ‌ରୁ

ଗୃହଲକ୍ଷ୍ମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (୬ଷ୍ଠୀ ତତ୍; ରୂପକ; ଗୃହ+ଲକ୍ଷ୍ମୀ)

[ସମ୍ପାଦନା]
୧. କୁଳକାମିନୀ; ସାଧ୍ୱୀ ସ୍ତ୍ରୀ — ୧. A virtuous lady; a chaste lady of good manners.
୨. ସ୍ତ୍ରୀ; ଭାର୍ଯ୍ୟା —୨. Wife.