Jump to content

ଗୃହସଂବେଶକ

ଉଇକିଅଭିଧାନ‌ରୁ

ଗୃହସଂବେଶକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୃହ+ସଂବେଶକ)

[ସମ୍ପାଦନା]

ସୁଆଁସିଆ; ଘର ତିଆରି କରିବା ଯାହାର ବ୍ୟବସାୟ — A house builder by profession.