Jump to content

ଗୃହସ୍ଥାଶ୍ରମ

ଉଇକିଅଭିଧାନ‌ରୁ

ଗୃହସ୍ଥାଶ୍ରମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୃହସ୍ଥ+ଆଶ୍ରମ)

[ସମ୍ପାଦନା]

ହିନ୍ଦୁର ଦ୍ୱିତୀୟ ଆଶ୍ରମ; ଗ୍ରାହସ୍ଥ୍ୟ ଆଶ୍ରମ —The second or family-stage of a Hindu; enjoined by the āstras.

[ ଦ୍ର—ଶାସ୍ତ୍ର ଅନୁସାରେ ହିନ୍ଦୁର ଜୀବନ ଚାରିଗୋଟି ଆଶ୍ରମ ବା ପର୍ଯ୍ୟାୟରେ ବିଭକ୍ତ(୧) ୨୫: ବର୍ଷ ପର୍ଯ୍ୟନ୍ତଅଧ୍ୟୟନ— ବ୍ରହ୍ମଚର୍ଯ୍ୟାଶ୍ରମ, (୨) ୨୫: ବର୍ଷ ଠାରୁ୫ ବର୍ଷ ପର୍ଯ୍ୟନ୍ତ ବିବାହ, ଗୃହ ଓ ପରିବାରପାଳନ—ଗୃହସ୍ଥାଶ୍ରମ, (୩) ୫ ବର୍ଷ ଠାରୁ ୭୫: ବର୍ଷ ପର୍ଯ୍ୟନ୍ତ ସଂସାରତ୍ୟାଗ, ବନରେ କୁଟୀରନିର୍ମାଣ ଓ ବାସ, ଉପାସନା ଓ ଧର୍ମସାଧନ—ବାନପ୍ରସ୍ଥାଶ୍ରମ ଏବଂ (୪) ୭୫: ବର୍ଷ ଠାରୁ ଜୀବନର ଶେଷ ପର୍ଯ୍ୟନ୍ତ ସର୍ବତ୍ୟାଗ,ଦେସଭ୍ରମଣ ଓ ଆତ୍ମଜ୍ଞାନ ଲାଭ— ଭିକ୍ଷୁ ଆଶ୍ରମ ]