Jump to content

ଗୃହାଧିପ

ଉଇକିଅଭିଧାନ‌ରୁ

ଗୃହାଧିପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଗୃହ+ଅଧିପ)

[ସମ୍ପାଦନା]
୧. ଗୃହରକର୍ତ୍ତା; ଗୃହସ୍ୱାମୀ —୧. The head of a house.
୨. ଗୃହସ୍ଥ —୨. A house-holder; a family-man.
୩. (ଜ୍ୟୋତିଷ) କୌଣସି ରାଶିର ଅଧିଷ୍ଠାତା — ୩. (astrology) A regent of a sign of the zodiac.