ଗୃହୀ
ଦେଖଣା
ଗୃହୀ
ଉଚ୍ଚାରଣ
[ସମ୍ପାଦନା](ଗୃହିଣୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ଫୁ (ଗୃହ+ଅଛି ଅର୍ଥରେ ଇନ୍; ୧ମା.୧ବ.)
[ସମ୍ପାଦନା]- ୧. ସଭାର୍ଯ୍ୟ ଗୃହସ୍ଥ — ୧. A family man having a wife.
- ୨. ସଂସାରୀ; ଯେ ଗୃହସ୍ଥ ଧର୍ମ ପାଳନ କରେ — ୨. House-holder; a worldly man.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ଯାହାର ଗୃହ ଅଛି — ୧. Owning or possessing a house.
- ୨. ସାଂସାରିକ —୨. Worldly.
- ୩. ଗୃହ ସମ୍ୱନ୍ଧୀୟ —୩. Domestic.
[ ଦ୍ର—ଯେଉଁ ବୈଷ୍ଣବମାନେ ବିବାହ କରି ପାରିବାରିକ ଧର୍ମ ପାଳନ କରି ଘରେ ରହନ୍ତି ସେମାନଙ୍କୁ ଗୃହୀ ବୈଷ୍ଣବ ଓ ଯେଉଁମାନେ ଚିରକୁମାର ବ୍ରତ ଧାରଣ କରି ମଠରେ ରହନ୍ତି ସେମାନଙ୍କୁ ନିହଙ୍ଗୀ ବୈଷ୍ଣବ ବୋଲାଯାଏ ]