Jump to content

ଗୃହୋଉପକରଣ

ଉଇକିଅଭିଧାନ‌ରୁ

ଗୃହୋଉପକରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୃହ+ଉପକରଣ)

[ସମ୍ପାଦନା]

ଘରର ଅସବାବ୍ପତ୍ର; ଗୃହସ୍ଥର ନିତ୍ୟାବଶ୍ୟକ ବସ୍ତୁଚୟ —Domestic furnitures and utensils.