Jump to content

ଗୃହୋତ୍ପାତ

ଉଇକିଅଭିଧାନ‌ରୁ

ଗୃହୋତ୍ପାତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୃହ+ଉତ୍ପାତ)

[ସମ୍ପାଦନା]

ଗୃହରେ ବାସ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି କଷ୍ଟପ୍ରଦ ଘଟନା — Domestic nuisance or calamity.