Jump to content

ଗୃହ୍ (ଧାତୁ)

ଉଇକିଅଭିଧାନ‌ରୁ

ଗୃହ୍ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ତ୍ୟାଗ କରିବା; ସମ୍ୱରଣ କରିବା — ୧. To emit; to give up.
୨. ଆଚ୍ଛାଦନ କରିବା — ୨. To cover; to envelop.
୩. ଗୋପନ କରିବା —୩. To conceal; to hide; to hush up
୪. ଗୁପ୍ତ ରଖିବା; ପ୍ରକାଶ ନ କରିବା — ୪. To keep secret.
୫. ଜଗିବା; ରକ୍ଷା କରିବା — ୫. To watch; to protect.