Jump to content

ଗୃହୟାଳୁ

ଉଇକିଅଭିଧାନ‌ରୁ

ଗୃହୟାଳୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଗ୍ରହ ଧାତୁ. ଣିଚ୍; ଗୃହି ଧାତୁ (ନିପାତନ)+ ଶୀଳାର୍ଥ. ଆଳୁ)

[ସମ୍ପାଦନା]

ଗ୍ରହଣାଭିଳାଷୀ —Intending to take or accept something; disposed or intending to sieze.

[ଦ—ତୁଳନା - ଦୟାଳୁ, ନିଦ୍ରାଳୁ, କୃପାଳୁ ଇତ୍ୟାଦି ]