ଗେଁପେଁ କରିବା
ଦେଖଣା
ଗେଁପେଁ କରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଖେଳରେ ଭୁରୁଡାଇବା ବା ଧପାଇବା — ୧. To play unfairly
- ୨. କୌଣସି କଥାକୁ ଗୋଳାଇଦେବା — ୨. To slur over anything.
- ୩. ଖରାପ ଭାବରେ କାର୍ଯ୍ୟ କରିବା — ୩. To do any thing badly or slovenly.
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]ଆତ୍ମସାତ କରିବା — To appropriate anything to one's self.