ଗେଙ୍ଗୁଟି
ଦେଖଣା
ଗେଙ୍ଗୁଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗେଙ୍ଗୁଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଥରଚୂନର ଉପାଦାନ ଉପଳଖଣ୍ଡ; ମାଟିରେ ମିଳିବା ଚୂନ ଉତ୍ପାଦକ ପଥରଖଣ୍ଡ (ଯାହାକୁ ପୋଡ଼ିଲେ ଚୂନ ବାହାରେ) — ୧. Lime-ghooting; nodular lime-stone.
- ୨. (ସଂସ୍କୃତ - ଘଣ୍ଟକ; କଣ୍ଟାକର୍ଣ୍ଣ) ଏକପ୍ରକାର ବନ୍ୟ ଗୁଳ୍ମ — ୨. A kind of wild plant; Clerodendron Infortunatum.
[ ଦ୍ର—ଏହା ଭାଣ୍ଡୀରାଦି ବର୍ଗର ବନ୍ୟକ୍ଷୁପ ଫୁଲ ଧଳା ଓ ସୁଗନ୍ଧ; ଫୁଲର ଭିତରେ ନାଲି ଟୋପା ଦାଗ ଥାଏ ଏହାର ଫୁଲ ବସନ୍ତ କଳରେ ଫୁଟେ ପାଚିଲା ଫଳ କୃଷ୍ଣରକ୍ତବର୍ଣ୍ଣ ଦେଖାଯାଏ ଏହାର ପୁଷ୍ପମଞ୍ଜରୀ ଦେଖିବାକୁ କଣ୍ଟିପରି ଏହା ଜ୍ୱର, ଶ୍ଳେଷ୍ମା, ଦୃଷ୍ଟି ଓ କୃମିନାଶକ ]