Jump to content

ଗେଞ୍ଜାଗେଞ୍ଜି

ଉଇକିଅଭିଧାନ‌ରୁ

ଗେଞ୍ଜାଗେଞ୍ଜି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଏକସ୍ଥାନରେ ଯାକି ହୋଇ ବସିଥିବା (ବହୁ ବ୍ୟକ୍ତି ବା ପଦାର୍ଥ) — ୧. Over crowded; huddled together.
୨. ଚଳିବା ପାଇଁ ଅତି ସଂକୀର୍ଣ୍ଣ —୨. Very norrow.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବହୁ ଲୋକ ଠେଲାଠେଲି ହୋଇ ଅଳ୍ପ ସ୍ଥାନ ଅଧିକାର କରିବା — ୧. Over crowding; huddled together.
୨. ଅଳ୍ପ ସ୍ଥାନରେ ବହୁ ପଦାର୍ଥକୁ ଏକତ୍ର ମାଡି ପୂରାଇବା — ୨. Pressing together many things into a small space.