ଗେଞ୍ଜିବା
ଦେଖଣା
ଗେଞ୍ଜିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କେଞ୍ଚିବା; କୌଣସି ମୁନିଆଁ ପଦାର୍ଥରେ ଅନ୍ୟ ପଦାର୍ଥକୁ ଭୁଷିବା —୧. To thrust a pointed thing into another thing; to poke.
- ୨. ବହୁ ପଦାର୍ଥ ମଧ୍ୟରେ ଗୋଟିଏ ପଦାର୍ଥକୁ ଗୁଞ୍ଜିବା — ୨. To thrust a thing into many things.
- ୩. ଜାକିବା; ଏକତ୍ର ଚାପିବା — ୩. To press together; to squeeze.
- ୪. ଲେଖା ହୋଇଥାବା ଅକ୍ଷର ବା ଧାଡି ମଧ୍ୟରେ ଅନ୍ୟ ଅକ୍ଷର ବା ଧାଡି ଲେଖିବା —୪. To interline; to write a line or words between the lines or words.