ଗେଟି
ଦେଖଣା
ଗେଟି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ତୁଳ. ସଂସ୍କୃତ - ଗୁଟିକା)
[ସମ୍ପାଦନା]- ୧. ରେଲ ଲାଇନର ଲୁହା ମଧ୍ୟରେ ବିଛା ଯିବା ଓ ପକ୍କା ସଡକରେ ବିଛା ଯିବା ନିମନ୍ତେ ବ୍ୟବହୃତ ଉପଳଖଣ୍ଡ; ପଥର ଗୋଡି — ୧. Metal; broken stones used in metalling roads and ballasting raitroads.
- ୨. ଗଙ୍ଗୁଟି —୨. Lime ghooting.