Jump to content

ଗେଡ଼ା

ଉଇକିଅଭିଧାନ‌ରୁ

ଗେଡ଼ା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ଫୁ

[ସମ୍ପାଦନା]

ଗେଡ଼ (ଦେଖ) - Geṟḍ̠a (See)

(ଗେଡ଼ୀ—ସ୍ତ୍ରୀ) 

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଲଗିଡ଼)

[ସମ୍ପାଦନା]

ବାଡ଼ି, ଦିର୍ଘଯଷ୍ଟି — Big stick.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]

ଉଚ୍ଚ —Tall.

[ ଦ୍ର—ଓଡ଼ିଶାର ଅନ୍ୟ ଅଞ୍ଚଳରେ ଏହି ଶଦ୍ଦର ଅର୍ଥ ବାଙ୍ଗରା; ଅଳ୍ପ ଉଚ୍ଚ ]