Jump to content

ଗେଣ୍ତୁ

ଉଇକିଅଭିଧାନ‌ରୁ

ଗେଣ୍ତୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗମ୍ ଧାତୁ+କର୍ତ୍ତୃ. ଇଣ୍ତୁ)

[ସମ୍ପାଦନା]

କନ୍ଦୁକ; ପେଣ୍ତୁ — Ball.

ଏ ଉତ୍ତାରେ ସେ ଗେଣ୍ତୁଟିଏ କରେ ଧରି, ଆରମ୍ଭିଲେ ଖେଳ ବିବିଧ ଭଙ୍ଗୀ କରି କୃଷ୍ଣସିଂହ ମହାଭାରତ ବନ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - କନ୍ଦୁକ; ଗେନ୍ଦୁକ=ପେଣ୍ତୁ; ଏହାର ମଞରୀ ଦେଖିବାକୁ କନ୍ଦୁକବତ୍) କୁସୁମ ଫୁଲ — ୧. Marigold the safflower.
୨. ଏକପ୍ରକାର ଧାତୁ — ୨. A kind of metal.
୩. ଚିଲିକାରେ ଦେଖାଯିବା ଏକପ୍ରକାର ପକ୍ଷୀ — ୩. A species of birds found in Chilika.
୪. ଏକପ୍ରକାର କଉଡ଼ି —୪. A kind of courie.