ଗେଣ୍ତେଇଶୁଣୀ
ଦେଖଣା
ଗେଣ୍ତେଇଶୁଣୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦେବତାରୂପେ କଳ୍ପିତ ଗେଣ୍ତା ଶାମୁକା — Snails deified.
[ ଦ୍ର— ଚିତଉ ଅମବାସ୍ୟା ଦିନ ପୋଖରୀ ତୁଠକୁ ଯାଇ ମାଇଥେ ଗେଣ୍ତେଇଶୁଣୀଙ୍କ ନାମ ଧରି ଖଣ୍ତେ ପିଠା ପାଣିକୁ ପକେଇ ଦେଇ ଆସନ୍ତି ଏଥିର ଉଦ୍ଦେଶ୍ୟ ଏହି କି ଗେଣ୍ତେଇଶୁଣୀ ଏ ପିଠା ଖଣ୍ତି ଲାଞ୍ଚ ଖାଇ ପିଷ୍ଟକଦାତ୍ରୀ ଓ ତାଙ୍କର ଆତ୍ମୀୟମାନଙ୍କ ଗୋଡ଼କୁ କାଟିବେ ନାହିଁ ]