Jump to content

ଗେନ୍ଦରେଇବା

ଉଇକିଅଭିଧାନ‌ରୁ

ଗେନ୍ଦରେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଲେଖାକୁ ଅସୁନ୍ଦର କରି ଓ କାଳି ଲେଶି ଲେଖିବା —To scrawl.
୨. ଖେଳ ଗୋଳାଇବା —୨. To play unfairly.