Jump to content

ଗେନ୍ଧାସୁଂଘିବା

ଉଇକିଅଭିଧାନ‌ରୁ

ଗେନ୍ଧାସୁଂଘିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଅଶ୍ଳୀଳ)

[ସମ୍ପାଦନା]
୧. ଅନ୍ୟଦ୍ୱାରା ପ୍ରତାରିତ ହେବା —୧. To be cheated or defrauded by a person.
୨. ନିଜର ପ୍ରାପ୍ୟରୁ ବଞ୍ଚିତ ହେବା — ୨. To be defrauded of one's dues.