Jump to content

ଗେବ

ଉଇକିଅଭିଧାନ‌ରୁ

ଗେବ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବର୍ତ୍ତୁଳ ପଦାର୍ଥ ଉପରେ ମରାଯାଇ ଉପରକୁ ବାହାରିଥିବା ମୁଣ୍ଡି; ଭୁଣ୍ଡି — ୧. A knob or protruding swelling on surface of a plain thing; boss.

ଦେଏଦେଉଣିଙ୍କି କୋଳଥ ମଣ୍ଡା ତହିଁ ମାରିଥିବ ଗେବ, ଯେ ଯିମିତି ମାରି ଆସିବେ (ତାଙ୍କୁ) ଗେବ ଚିହ୍ନି କରି ଦେବ ଢଗ

୨. କୌଣସି ପଦାର୍ଥରେ ମରାଯିବା ଚିହ୍ନସୂଚକ ଟିପଚିହ୍ନ — ୨. A finger impression put on a thing for identification.