Jump to content

ଗେବ୍ରେଇବା

ଉଇକିଅଭିଧାନ‌ରୁ

ଗେବ୍ରେଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଖେଳ) ଗୋଳେଇବା — ୧. To use unfair means in a play.
୨. ଅକ୍ଷରକୁ କାଳିରେ ଲେଶି ଅନ୍ୟ ଅକ୍ଷର ମଧ୍ୟରେ ଗୁଞ୍ଜି ଲେଖିବା —୨. To write very slovenly.

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -

[ସମ୍ପାଦନା]
୧. କୌଣସି ପଦାର୍ଥକୁ ଲୁଚାଇ କରି ଘେନିଯିବା —୧. To take away (any thing) stealthily.
୨. ଅସ୍ପଷ୍ଟ ଭାବରେ କଥା କହିବା; ଗେଁପେଁ କରିବା — ୨. To speak indistinctly.
୩. ଲେଖା ଉପରେ ଗାରେଇ ଦେବା —୩. To spoil a writing by drawing lines over it.