ଗେବ ମାରିବା
ଭିନ୍ନ ଭିନ୍ନ ଶ୍ରେଣୀର ମଣ୍ଡାପିଠା ଆଦି (ଯଥା—କୋଳଥ ପୁରଦିଆ ମଣ୍ଡା, ନଡ଼ିଆ ପୂରଦିଆ ମଣ୍ଡା, ମୁଗ ପୂରଦିଆ ମଣ୍ଡା)କୁ ବାଣ୍ଟିବା ବେଳେ ଚିହ୍ନି ପାରିବା ପାଇଁ ତହିଁ ଉପର ସଂକେତ ସ୍ୱରୂପ ଭିନ୍ନ ଭିନ୍ନ ଟିପଚିହ୍ନ ଦେବା