Jump to content

ଗେର୍ଦ

ଉଇକିଅଭିଧାନ‌ରୁ

ଗେର୍ଦ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗିର୍ଦ୍ଦ=ବେଷ୍ଟନ)

[ସମ୍ପାଦନା]
୧. ବେଷ୍ଟିତ ହତା —୧. Compound.
୨. ବେଷ୍ଟନ —୨. Surrounding.
୩. ପ୍ରଦେଶ —୩. Provnice.
୪. କୌଣସି ସ୍ଥାନର ଚତୁଃସୀମା — ୪. Boundaries on all sides of a place.