Jump to content

ଗେଲବସର

ଉଇକିଅଭିଧାନ‌ରୁ

ଗେଲବସର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ନେହ; ଆଦର — ୧. Affectionate treatment.
୨. ସ୍ନେହର ପାତ୍ର — ୨. Object of fond treatment.
୩. ଅଯଥା ସ୍ନେହ ବା ଆଦର — ୩. Undue fondness.

ମାଦ୍ରୀସୁତ ଦୁହିଁଙ୍କୁ କହିବ ପୃଥ୍ୱୀ ଥିଲେ ସବୁ ଗେଲବସର ପ୍ରକାଶର ଭଲେ—କୃଷ୍ଣସିଂହ. ମହାଭାରତ

ଦେଶଜ - ବିଶେଷଣ -

[ସମ୍ପାଦନା]

ସ୍ନେହ ଓ ଅଦରରେ ବଢ଼ିଥିବା — Brought up in a affection; fondled.