ଗେଲାଇ ହେବା
ଦେଖଣା
ଗେଲାଇ ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ଅନ୍ୟଠାରୁ ଆଦର ପାଇବା ପ୍ରତ୍ୟାଶାରେ ସ୍ନେହଭାଙ୍ଗୀ ଦେଖାଇ ହେବା —୧. To show an attitude of fondness in expectation of recriving fondly treatment from another person.
- ୨. ଆନନ୍ଦପ୍ରକାଶ କରି — ୨. To exhibit cheerfulness.
ବିକାଶ ହାସ କଟାକ୍ଷ ଢ଼ାଳିଣ ରସିକା, ବୋଇଲେ ଗେଲାଇ ହୋଇ ଫୁଲାଇ ନାସିକା ଭଞ୍ଜ. ବୈଦେହୀଶବିଳାସ କୋଡ଼ିଏଟି ପାଇକ ଦେହ ସାଞ୍ଜୁ ବହି, ବାହାରିରେ ତାଙ୍କର ଆଗରେ ଗେଲାଇ କୃଷ୍ଣସିଂହ, ମହାଭାରତ ବନ