Jump to content

ଗେଲ୍ଲାଈ

ଉଇକିଅଭିଧାନ‌ରୁ

ଗେଲ୍ଲାଈ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ସେରନ୍ତୀ; ସ୍ନେହ ଓ ଆଦରର ପାତ୍ରୀ; ସ୍ନେହପାଳିତା —୧. (famela) Brought up with fondness; fondled.
୨. ମଧୁର; କୋମଳ; ଆଦରପୂର୍ଣ୍ଣ — ୨. Sweet; affectionate.

ମୁଖ ହଲାଇ ଗେଲ୍ହାଇ ଭାଷା କହିବାର ଯେ ଭଞ୍ଜ. ଲାବଣ୍ୟବତୀ

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ସେରନ୍ତି ସ୍ତ୍ରୀ ବା ବାଳିକା — ୧. Unduly fondled women or girl.
୨. ଆଦର ପାଳିତା ସ୍ତ୍ରୀ ବା ବାଳିକା —୨. Women or girl brought up amidst undue fondling.
୩. ସ୍ନେହରେ ବାଳିକାଙ୍କୁ ଦିଆଯିବା ନାମ — ୩. Name given to girls in affection.

ଅ. ସ.କ୍ରିୟାପଦ -

[ସମ୍ପାଦନା]

ସସ୍ନେହରେ; ଆଦର କରି; କୌତୁକ କରି — With affectionate.