Jump to content

ଗେଲ୍ଲା କରିବା

ଉଇକିଅଭିଧାନ‌ରୁ

ଗେଲ୍ଲା କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଶିଶୁକୁ ଅତ୍ୟଧିକ ଆଦରରେ ବଢ଼ାଇବା — To bring up a child with excessive fondness.

ନେତକୁ ଶାରିଆ ଝିଅପରି ପୋଷିଥାଏ, ଝିଅପରି ଗେହ୍ଲାକରେ— ଫକୀରମୋହନ. ଛମାଣଆଠଗୁଣ୍ଠ